ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କଂଗ୍ରେସ ନେତା ଶଶି ଥରୁର ଶନିବାର ଦିନ ପାରମ୍ପାରିକ ଢ଼ଙ୍ଗରେ ଓନମ ପର୍ବ ପାଳନ କରୁଥିବାର ଦେଖିବାକୁ ମିଳିଛି। ଶଶି ନିଆଁରା ଢ଼ଙ୍ଗରେ ଓନମ ପାଳନ କରୁଥିବାର ଦେଖିବାକୁ ମିଳିଛି। ଶଶି ପୋଷ୍ଟ କରିଥିବା ଭିଡିଓରୋ ସେ ଏକ ଦୋଳିରେ ବସି ଝୁଲୁଥିବାର ଦେଖିବାକୁ ମିଳିଛି । ଲୋକସଭାରେ କେରଳର ଥିରୁବନନ୍ତପୁରମ୍ ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଛନ୍ତି ଶଶି। ତାଙ୍କର ମହିବା ଅନୁସାରେ ତାଙ୍କର ଛୋଟ ଝିଅ ତାଙ୍କୁ ଏମିତି ଟ୍ରାଡିନ୍ସନାଲ ପୋଷାକ ପରିଧାନ କରିବାକୁ ପ୍ରବର୍ତ୍ତାୟୀ ଥିବାରୁ ସେ ଏପରି ବେଶ ହୋଇଛନ୍ତି ବୋଲି ପ୍ରକାଶ କରିଛନ୍ତି। ଏବଂସେହି ଭିଡିଓର ଗୋଟିଏ କ୍ଲିପ୍ ଟ୍ୱିଟରରେ ପୋଷ୍ଟ କରି ଥରୁର ତାଙ୍କ ଅନୁଗାମୀମାନଙ୍କୁ ଓନମର ଶୁଭେଚ୍ଛା ଜଣାଇଛନ୍ତି।