ସନଷ୍ଟାର ଟିଭି ବ୍ୟୁରୋ
ନବରଙ୍ଗପୁର: ଦୁଇଦିନିଆ ଗସ୍ତରେ ନବରଙ୍ଗପୁର ଯିବେ ୫ଟି ସଚିବ ଭି.କେ ପାଣ୍ଡିଆନ । ପ୍ରଥମେ ସର୍କିଟ ହାଉସରେ ଜିଲ୍ଲାର ବିଭିନ୍ନ ସାମାଜିକ ସଙ୍ଗଠନ ଓ ବିଭିନ୍ନ ସମ୍ପ୍ରଦାୟର ଦାବି ସମ୍ପର୍କରେ ଆଲୋଚନା କରିବା ସହିତ ଜିଲ୍ଲାର ବିକାଶ ଏବଂ କ’ଣ ସବୁ ଅସୁବିଧା ରହିଛି ସେ ବିଷୟରେ ପଚାରି ବୁଝିବେ | ଏହାସହିତ କଣ କରାଗଲେ ଅଧିକରୁ ଅଧିକ ବିକାଶ ହୋଇପାରିବ | ସେନେଇ ମଧ୍ୟ ଆଲୋଚନା କରିବେ। ଏହାପରେ ଟିରଲି ଆମଗୁଡ଼ାଠାରେ ଅନ୍ମେସା ହଷ୍ଟେଲକୁ ଯାଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ରାତ୍ରୀ ଭୋଜନ କରିବା କାର୍ଯ୍ୟକ୍ରମ ରହିଛି |
ରିପୋର୍ଟ: ଦୀପା ପ୍ରଧାନ