ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଗୁରୁତର ଭାବେ ସୁଟିଂ ସମୟରେ ଆହତ ହେଲେ ବିଗ ବି ଅମିତାଭ ବଚ୍ଚନ । ହାଇଦ୍ରାବାଦରେ ସୁଟିଂ ବେଳେ ବିଗ ବି ଆହତ ହୋଇଛନ୍ତି । ‘ପ୍ରୋଜେକ୍ଟ-କେ’ର ସୁଟିଂ ସମୟରେ ବିଗ ବିଙ୍କ ଗୋଡରେ ଆଘାତ ଲାଗିଛି । ଯାହାଫଳରେ ସୁଟିଂ ବନ୍ଦ କରି ହାଇଦ୍ରାବାଦରୁ ମୁମ୍ବାଇ ଫେରିଛନ୍ତି ଅମିତାଭ ବଚ୍ଚନ । ଆହତ ହୋଇଥିବା ନେଇ ଅମିତାଭ ବଚ୍ଚନ ସୂଚନା ଦେଇଛନ୍ତି ।
ରିପୋର୍ଟ: ଦୀପା ପ୍ରଧାନ