ସନଷ୍ଟାର ଟିଭି ବ୍ୟୁରୋ
ଧାମନଗର : ଧାମନଗର ମୈଦାନରେ କମ୍ପୁଛି ବିଜେଡି ରାଲି । ଉପନିର୍ବାଚନରେ ବିଜୟ ନେଇ ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ରଣନୀତି ।ଧାମନଗରରେ ବଡ଼ ବିଜୟ ପାଇଁ ସମରସଜ୍ଜା ଆରମ୍ଭ କରିଛି ବିଜେଡି । ଆଜି ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସନାମାଙ୍କନ ଦାଖଲ କରିବେ । ବିରାଟ ଶୋଭାଯାତ୍ରା ସହ ଭଦ୍ରକ ବ୍ଲକ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିବେ ଅବନ୍ତୀ । ସାଧାରଣ ମିଶନ ଶକ୍ତି ମହିଳାଙ୍କୁ ବିଜେଡି ପ୍ରାର୍ଥୀ କରି ବଡ଼ ବିଜୟର ବାଟ ସହଜ କରିଛି ।
ସେପଟେ ବିଜେପି ଓ କଂଗ୍ରେସ ମଧ୍ୟ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବୁଥ୍ ଏବଂ ଓ୍ୱାର୍ଡ ସ୍ତରରେ ବିଜେପି ତରଫରୁ ୩ ଜଣ କେନ୍ଦ୍ରମନ୍ତ୍ରୀ ପ୍ରଚାର କରିବେ ।
ରିପୋର୍ଟ : ଦୀପା ପ୍ରଧାନ