Tag: #nationalpolitics

ଗୃହମନ୍ତ୍ରୀ ଅମିତ ଶାହାଙ୍କ ଡିପଫେକ ଭିଡିଓ ସେୟାର କରିବା ମାମଲା; ଝାଡ଼ଖଣ୍ଡ କଂଗ୍ରେସର ଏକ୍ସ ଆକାଉଣ୍ଟ ସସ୍ପେଣ୍ଡ

SUNSTARTV  ରାଞ୍ଚି: ଝାଡ଼ଖଣ୍ଡ କଂଗ୍ରେସର ଏକ୍ସ ଆକାଉଣ୍ଟକୁ ସସ୍ପେଣ୍ଡ କରାଯାଇଛି । ମିଳିଥିବା ସୂଚନା ମୁତାବକ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଏକ ଡିପଫେକ ଭିଡିଓ ଏହି ...

Read more

ମଞ୍ଚ ଉପରେ ଚେତାଶୂନ୍ୟ ହେଲେ କେନ୍ଦ୍ର ମନ୍ତ୍ରୀ;ନିର୍ବାଚନ ରାଲିରେ ଘଟିଛି ଏଭଳି ଘଟଣା

SUNSTARTV ନୂଆଦିଲ୍ଲୀ: ନିର୍ବାଚନ ପାଇଁ ଚାଲିଥିଲା ରାଲି। ମଞ୍ଚ ଉପରେ ଠିଆ ହୋଇ ମନ୍ତ୍ରୀ ଲୋକଙ୍କୁ ଦେଉଥିଲେ ଭାଷଣ। ଏତିକି ବେଳେ ହଠାତ୍ ଚେତାଶୂନ୍ୟ ହୋଇପଡିଲେ କେନ୍ଦ୍ରମନ୍ତ୍ରୀ ...

Read more

ବିହାରରେ ଚାଞ୍ଚଲ୍ୟ; ବିଚ୍ ରାସ୍ତାରେ ନେତାଙ୍କୁ ଗୁଳିକରି ହତ୍ୟା

SUNSTARTV ବିହାର: ବିହାର ରାଜଧାନୀ ପାଟନାରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା । ଯାହାକୁ ନେଇ ଭୟରେ ପାଟନାବାସୀ । ଯେଉଁଠି ନେତା ସୁରକ୍ଷିତ ନାହାନ୍ତି ସେଠି ...

Read more

ବିବାହ ମଣ୍ଡପରୁ ସିଧା ମୈଦାନକୁ ଆସିଲେ କନ୍ୟା; କହିଲେ ପ୍ରଥମେ ଭୋଟ ଦେବି ପରେ ବେଦୀକୁ ଯିବି

SUNSTARTV ନୂଆଦିଲ୍ଲୀ: ପ୍ରତ୍ୟେକ ଝିଅ ବିବାହକୁ ନେଇ ଅନେକ କିଛି ସ୍ୱପ୍ନ ଦେଖିଥାନ୍ତି । ଗୋଟିଏ ଝିଅ ଜୀବନରେ ତାର ବିବାହ ହେଉଛି ସବୁଠୁ ନିଆରା ଓ ...

Read more

ଆଜିଠାରୁ ଆରମ୍ଭ ହେଲା ରାଜନୀତିର ମହାପର୍ବ; ରଜନୀକାନ୍ତ ସହ ଏହିସବୁ ଅଭିନେତା ମାନେ ଦେଲେ ଭୋଟ…

SUNSTARTV  ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଲା ରାଜନୀତିର ମହାପର୍ବ । ଭାରତ ଭଳି ଏକ ବିଶାଳ ଗଣତାନ୍ତ୍ରିକ ଦେଶରେ ଆଜି ୧୮ ତମ ଲୋକସଭା ନିର୍ବାଚନ ଆରମ୍ଭ ...

Read more

ବିଜେପି ଘୋଷଣା କରିଛି ନିର୍ବାଚନୀ ଇସ୍ତାହାର; ୧୦ଟି କଥା ଉପରେ ମୋଦିଙ୍କ ଅଧିକ ଗୁରୁତ୍ୱ

SUNSTARTV ନୂଆଦିଲ୍ଲୀ: ପାଖେଇ ଆସୁଛି ନିର୍ବାଚନ । ଏନେଇ ୩୮ ଜଣିଆ ବିଜେଡି ଇସ୍ତାହାର କମିଟି ଗଠନ କରିଥିବା ବେଳେ ବିଜେପି ଆଜି ଘୋଷଣା କରିଛି ନିର୍ବାଚନୀ ...

Read more