ସନ ଷ୍ଟାର ଟିଭି ବ୍ୟୁରୋ
ପୁରୀ ; ଚଳିତ ଓଡିଶା ବିଧାନ ସଭାରେ ଉପସ୍ଥାପନ ପାଇଁ ଭାରତର ନିୟନ୍ତ୍ରକ ତଥା ମହାସମୀକ୍ଷକ (ସିଏଜି )ଙ୍କ ମାର୍ଚ୍ଚ 2022 ସମାପ୍ତ ବର୍ଷ ପାଇଁ ରାଜ୍ୟ ଆର୍ଥିକ ସ୍ଥିତିର ଅଡିଟ ରିପୋର୍ଟକୁ ଓଡ଼ିଶାର ପ୍ରଧାନ ମହାଲେଖାକାର ଶ୍ରୀ ରାଜକୁମାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲଙ୍କୁ ଆଜି ପ୍ରଦାନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଉପ ମହାଲେଖାକାର ଶ୍ରୀ ଦୀପକ ରଘୁ ଉପସ୍ଥିତ ଥିଲେ l