ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଆଉ କିଛି ସମୟ ବ୍ୟବଧାନ ପରେ ଶପଥ ନେବେ ନୂଆ ରାଜ୍ୟପାଳ ଶ୍ରୀ ରଘୁବର ଦାସ। ଗତ କାଲି ନବ ରାଜ୍ୟପାଳ ପୁରୀ ଗସ୍ତ କରି ଶ୍ରୀଜିଉଙ୍କ ଆଶୀର୍ବାଦ ନେଇଥିଲେ। ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ପୂଜା କରି ଆଶୀର୍ବାଦ ଗ୍ରହଣ କଲା ପରେ ରାଜଭବନ ଠାରେ ନିଜ କର୍ତ୍ତବ୍ୟ ନିଷ୍ଠାପର ସହ ତୁଲାଇବେ ବୋଲି ଶପଥ ପାଠ କରିବେ।