ସନଷ୍ଟାର ଟିଭି ବ୍ୟୁରୋ
କର୍ଣ୍ଣାଟକ : କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ବାସଭାରାଜ ବମ୍ମାଇ। ବିଏସ୍ ୟେଡିୟୁରପ୍ପା ସୋମବାର ଦିନ ଇସ୍ତଫା ଦେବା ପରେ ବମ୍ମାଇଙ୍କୁ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ ମନୋନୀତ କରାଯାଇଥିଲା। ଆଜି କର୍ଣ୍ଣାଟକର ରାଜଭବନ ଠାରେ ଶପଥ ଗ୍ରହଣ କରିଲେ ବାସଭାରାଜ ବମ୍ମାଇ ।