ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଭାରତ ପାଳନ କରୁଛି ୭୨ ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ବିଭିନ୍ନ ଦେଶରୁ ଅଭିନନ୍ଦନର ସୁଅ ଛୁଟିଛି । ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ମଧ୍ୟ ଭାରତର ଗଣତନ୍ତ୍ର ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ପ୍ରଥମେ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା କିନ୍ତୁ ବ୍ରିଟେନରେ କରୋନାର ନୂତନ ଷ୍ଟ୍ରେନ ଆରମ୍ଭ ହେବାରୁ ଓ କରୋନାର ଭୟଙ୍କର ପରିସ୍ଥିତି ସୃଷ୍ଟି ହେବାରୁ ସେ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିଲେନାହିଁ ।
Today as India celebrates #RepublicDay and the birth of the extraordinary Constitution that established your nation as the biggest sovereign democracy in the world, I want to offer my sincere greetings to a country that is very close to my heart: UK PM Boris Johnson pic.twitter.com/i6YfFXdpf8
— ANI (@ANI) January 26, 2021
ତେବେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ନେତା ରାହୁଲ ଗାନ୍ଧୀ,ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଭୃତି ନିଜ ଟ୍ଵିଟରରେ ଦେଶବାସୀଙ୍କୁ ଗଣତନ୍ତ୍ର ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।
देशवासियों को गणतंत्र दिवस की ढेरों शुभकामनाएं। जय हिंद!
Wishing all the people of India a Happy #RepublicDay. Jai Hind!
— Narendra Modi (@narendramodi) January 26, 2021
୭୨ତମ ସାଧାରଣତନ୍ତ୍ର ଦିବସ ଅବସରରେ ସଭିଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ଏକ ସଶକ୍ତ ଓ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆସନ୍ତୁ ସମସ୍ତେ ସଂକଳ୍ପ ନେବା।
Let us reaffirm our pledge to uphold the ideals enshrined in our Constitution on this #RepublicDay and work for a strong #Odisha. pic.twitter.com/ZgGi6AjJUD
— Naveen Patnaik (@Naveen_Odisha) January 26, 2021
भारत का प्रत्येक नागरिक देश का भाग्य विधाता है चाहे वो सत्याग्रही किसान-मज़दूर हो या लघु-मध्यम व्यापारी, नौकरी तलाश करता युवा हो या महँगाई से परेशान गृहणी।
गणतंत्र आपसे है, गणतंत्र आपका है।
शुभकामनाएँ!#RepublicDay pic.twitter.com/ULRcTiiuMn
— Rahul Gandhi (@RahulGandhi) January 26, 2021
Full text of the address of the President of India, Shri Ram Nath Kovind, on the eve of the 72nd #RepublicDay.
English: https://t.co/kerKThEGhu
Hindi: https://t.co/DxHjpV6i9P pic.twitter.com/uk8Yq0fvlj
— President of India (@rashtrapatibhvn) January 25, 2021