ପିଏମ କିଷାନ ଯୋଜନାରେ ଅଷ୍ଟମ କିସ୍ତି ଚାଷୀଙ୍କୁ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ, ପ୍ରଥମ ଥର ପାଇଁ ଉପକୃତ ହେଲେ ପଶ୍ଚିମବଙ୍ଗ ଚାଷୀ
ସନଷ୍ଟାର ଟିଭି ବ୍ୟୁରୋ ନୂଆଦିଲ୍ଲୀ: ଆଜି ପିଏମ୍ କିଷାନ ସମ୍ମାନନିଧି ଯୋଜନାର ଅଷ୍ଟମ କିସ୍ତି ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ...
Read more