Tag: pipili by election

ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ, ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ସନ୍‌ଷ୍ଟାର ଟିଭି ବ୍ୟୁରୋ  ଭୁବନେଶ୍ଵର: ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ । ପିପିଲି ଉପନିର୍ବାଚନରେ କଂଗ୍ରେସ ଦଳ ପକ୍ଷରୁ ନିର୍ବାଚନରେ ଲଢୁଥିବା ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ ...

Read more

ନିଃଶ୍ଵାସ ନେବାରେ କଷ୍ଟ ଅନୁଭବ କରିବାରୁ ହସ୍‌ପିଟାଲରେ ଭର୍ତ୍ତି ହଲେ ଅଜିତ୍ ମଙ୍ଗରାଜ, ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ସନ୍‌ଷ୍ଟାର ଟିଭି ବ୍ୟୁରୋ ପୁରୀ: ପିପିଲି ଉପନିର୍ବାଚନରେ କଂଗ୍ରେସ ଦଳ ପକ୍ଷରୁ ପ୍ରତିଦ୍ଵନ୍ଦିତା କରୁଥିବା ଅଜିତ୍ ମଙ୍ଗରାଜ କରୋନାରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନିଃଶ୍ଵାସ ପ୍ରଶ୍ଵାସରେ ...

Read more

ପିପିଲି ଉପନିର୍ବାଚନ; ପ୍ରଚାର ମଇଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର ଏପଟେ ଭର୍ଚୁଆଲ୍‌ରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ସନ୍‌ଷ୍ଚାର ଟିଭି ବ୍ୟୁରୋ ପିପିଲି: ଆଉ କିଛି ଦିନ ପରେ ପିପିଲି ଉପନିର୍ବାଚନ ।ଏହାକୁ ଦୃଷ୍ଟିରେ ପ୍ରଚାର କାର୍ଯ୍ୟ ଜୋର୍‌ଦାର୍ ଚଳାଇଛନ୍ତି ଉପନିର୍ବାଚନ ପାଇଁ ପ୍ରତିଦ୍ଵନ୍ଦୀତା କରୁଥିବା ...

Read more

ପ୍ରଚାର ବେଳେ ଅସୁସ୍ଥ ହେଲେ ଅଜିତ୍ ମଙ୍ଗରାଜ, ହସ୍ପିଟାଲରେ ଭର୍ତ୍ତି

ସନ୍‌ଷ୍ଟାର ଟିଭି ବ୍ୟୁରୋ ଡେଲାଙ୍ଗ: ପିପିଲିରେ ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଜୋରସୋର୍‌ରେ ଚାଲିଛି । ପାର୍ଥୀମାନେ ଘର ଘର ବୁଲି ପ୍ରଚାର କରୁଛନ୍ତି । ତେବେ ...

Read more

ପିପିଲି ଉପନିର୍ବାଚନ ପାଇଁ ବିଜେଡି ଘୋଷଣା କଲା ଷ୍ଟାର ପ୍ରଚାରକଙ୍କ ତାଲିକା, ଆଗରେ ନବୀନ

ସନ୍‌ଷ୍ଟାର ଟିଭି ବ୍ୟୁରୋ ଭୁବନେଶ୍ଵର: ପିପିଲି ଉପନିର୍ବାଚନ ପାଇଁ ପିପିଲି ରାଜନୀତିରେ ବେଶ୍ ସରଗରମ ରହିଛି । ତିନି ପ୍ରମୁଖ ଦଳ ବିଜେଡି , କଂଗ୍ରେସ ଓ ...

Read more

ପିପିଲି ଉପନିର୍ବାଚନ ପାଇଁ ବିଜେପି ଘୋଷଣା କଲା ନିଜର ୩୦ ଷ୍ଟାର ପ୍ରଚାରକଙ୍କ ନାମ

ସନ୍‌ଷ୍ଟାର ଟିଭି ବ୍ୟୁରୋ ଭୁବନେଶ୍ଵର: ପିପିଲି ଉପନିର୍ବାଚନ ବେଶ୍ ସରଗରମ ହେବାରେ ଲାଗିଛି । ଏହି ଉପନିର୍ବାଚନରେ ପ୍ରଚାର କରିବା ପାଇଁ ଆଜି ବିଜେପି ନିଜର ୩୦ ଜଣିଆ ...

Read more