Tag: lockdown

କରୋନା ନୂତନ ଗାଇଡଲାଇନ ଘୋଷଣା କଲେ ମୁଖ୍ୟ ଶାସନ ସଚିବ, 17 ଜିଲ୍ଲାରେ କୋହଳ ହେଲା କଟକଣା

ସନଷ୍ଟାର ଟିଭି ବ୍ୟୁରୋ ଭୁବନେଶ୍ୱର: ରାଜ୍ୟରେ ଜାରି ହୋଇଥିବା ଲକଡାଉନ, ସଟଡାଉନ ବେଶ୍ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି । କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ...

Read more

ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ, ଗତ 24 ଘଣ୍ଟାରେ 4469 ପଜିଟିଭ୍ ଚିହ୍ନଟ

ସନଷ୍ଟାର ଟିଭି ବ୍ୟୁରୋ ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହାର କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ଯାହା ରାଜ୍ୟବାସୀଙ୍କୁ ବେଶ୍ ଆଶ୍ୱସ୍ତୀ ପ୍ରଦାନ କରିଛି । ...

Read more

ରାଜ୍ୟର ଗ୍ରୀନ ଜୋନ ଜିଲ୍ଲାରେ କୋହଳ ହୋଇପାରେ ଲକ୍‌ଡାଉନ କଟକଣା, ଆଜି ଏନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ସନଷ୍ଟାର ଟିଭି ବ୍ୟୁରୋ ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ମେ ମାସରେ ଦୈନିକ ସଂକ୍ରମଣ ୧୨ ହଜାର ଛୁଇଁଥିବା ...

Read more

ରାଜ୍ୟର 3 ଜିଲ୍ଲାରେ କୋହଳ ହେଲା କୋଭିଡ୍ କଟକଣା

ସନଷ୍ଟାର ଟିଭି ବ୍ୟୁରୋ ଭୁବନେଶ୍ୱର: ରାଜ୍ୟରେ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୁଣି ଥରେ ଲକଡାଉନ ଅବଧିକୁ ବଢାଇଛନ୍ତି । ତେବେ ଏହା ମଧ୍ୟରେ ...

Read more

ଆଜିଠାରୁ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍ ଆରମ୍ଭ

ସନଷ୍ଟାର ଟିଭି ବ୍ୟୁରୋ ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ଲକଡାଉନର ଦ୍ୱିତୀୟ ଫେଜ୍ । କରୋନା ସଂକ୍ରମଣକୁ ଦୃଷ୍ଚିରେ ରଖି ରାଜ୍ୟ ସରକାର ଗତକାଲି ...

Read more

ଜୁନ୍ ୧ ଯାଏଁ ବଢିଲା ଲକଡାଉନ୍, ଜାଣନ୍ତୁ ଏହି ସମୟରେ କେଉଁସବୁ ଦୋକାନ ଖୋଲା ରହିବ

ସନଷ୍ଟାର ଟିଭି ବ୍ୟୁରୋ ଭୁବନେଶ୍ୱର: ରାଜ୍ୟରେ କରୋନାର ସ୍ଥିତି ଦେଖି ରାଜ୍ୟରେ ପୁଣି ୨ ସପ୍ତାହ ଯାଏ ଲକ୍‌ଡାଉନ୍‌ ଅବଧି ବଢ଼ାଇଛନ୍ତି ରାଜ୍ୟ ସରକାର । ପୂର୍ବରୁ ...

Read more

ଆସନ୍ତା କାଲିଠୁ ଦୁଇ ସପ୍ତାହ ଯାଏଁ ପଶ୍ଚିମବଙ୍ଗ ସରକାର ଜାରି କଲେ ଲକଡାଉନ୍

ସନଷ୍ଟାର ଟିଭି ବ୍ୟୁରୋ   କୋଲକାତା: ପଶ୍ଟିମବଙ୍ଗରେ କରୋନା ସଂକ୍ରମଣ ଉପର ମୁହାଁ ରହିଛି । ତେବେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏଥିରେ ରୋକ ଲଗାଇବା ପାଇଁ ...

Read more

ଆଇକାର୍ଡ ଥିଲେ ମଧ୍ୟ ରାସ୍ତାକୁ ବାହାରିଲେ ଦେବାକୁ ପଡିବ ଫାଇନ୍ !

ସନଷ୍ଟାର ଟିଭି ବ୍ୟୁରୋ ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହି ସଂକ୍ରମଣରେ ରୋକ୍ ଲଗାଇବା ପାଇଁ ରାଜ୍ୟ ...

Read more

୨ ସପ୍ତାହ ପାଇଁ ତାମିଲନାଡୁରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କଲେ ସରକାର

ସନଷ୍ଟାର ଟିଭି ବ୍ୟୁରୋ ନୂଆଦିଲ୍ଲୀ: ରାଜ୍ୟର କରୋନା ସଂକ୍ରମଣକକୁ ଦୃଷ୍ଟିରେ ରଖି  ତାମିଲନାଡୁ ସରକାର ତାମିଲନାଡୁରେ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରିଛନ୍ତି । ଏହି ଲକଡାଉନ୍ ଆସନ୍ତା ...

Read more
Page 1 of 2 1 2