Tag: @congress@punjab

ମୁଖ୍ୟମନ୍ତ୍ର ପଦରୁ ଇସ୍ତଫା ଦେଲେ ଅମରିନ୍ଦର ସିଂ

  ସନଷ୍ଟାର ଟିଭି ବ୍ୟୁରୋ ପଞ୍ଜାବ :ରାଜ୍ୟ କଂଗ୍ରେସରେ ଉତ୍ତେଜନା ଦେଖାଦେଇଥିବା ବେଳେ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂ ରାଜ୍ୟପାଳ ବାନଓ୍ବାରିଲାଲ ପୁରୋହିତଙ୍କୁ ଇସ୍ତଫା ଦେଇଛନ୍ତି। ...

Read more