ଜାତୀୟ

ନିର୍ବାଚନ ପାଇଁ ସରିଲା ନେତାଙ୍କ ମାରାଥନ ପ୍ରଚାର; ମେ ୨୦ରେ ଓଡିଶାର ୫ଟି ଲୋକସଭା ଆସନରେ ପଡିବ ଭୋଟ

SUNSTARTV ସନଷ୍ଟାରଟିଭି ବ୍ୟୁରୋ: ଦେଶରେ ଏପ୍ରିଲ ୧୯ରୁ ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ ନିର୍ବାଚନ । ଯାହାକୁ ନେଇ ଚଳଚଞ୍ଚଳ ପଲ୍ଲୀରୁ ଦିଲ୍ଲୀ । ଦେଶରେ ୪...

Read more

କ’ଣ ଏହି ଫ୍ରେଣ୍ଡସିପ ମ୍ୟାରେଜ?ଯେଉଁଥିରେ ନା ଥାଏ ପିଲାଙ୍କ ଚିନ୍ତା ନା ପରିବାରର ଦାୟୀତ୍ୱ

SUNSTARTV friendship marriage: ଆଜିକାଲି ଜାପାନୀ ଯୁବପିଢିଙ୍କ ମଧ୍ୟରେ ଫ୍ରେଣ୍ଡସିପ ମ୍ୟାରେଜକୁ ନେଇ ଏକ ଟ୍ରେଣ୍ଡ ଚାଲିଛି । ନୂତନ ପିଢିର ପିଲାମାନେ ପରିବାର ଦାୟିତ୍ୱରୁ ବଞ୍ଚିବା...

Read more

ନିର୍ବାଚନ ସମୟରେ ବିଜେପି ନେତାଙ୍କ ଘନ ଘନ ଓଡିଶା ଗସ୍ତ; ମୋଦିଙ୍କ ପରେ ଆସୁଛନ୍ତି ଅଭିନେତ୍ରୀ ହେମା ମାଳିନୀ

SUNSTARTV ସନଷ୍ଟାରଟିଭି ବ୍ୟୁରୋ:ଓଡିଶା ଆସିବେ ବଲିଉଡର ଡ୍ରିମଗାର୍ଲ ହେମା ମାଳିନୀ । ଆସନ୍ତା ୧୭ ତାରିଖରେ ସେ ଓଡିଶା ଆସିବା ନେଇ ସୂଚନା ରହିଛି । ଏହି...

Read more

ମୋଦିଙ୍କ ଡବଲ ଇଞ୍ଜିନ ପରେ ରାହୁଲଙ୍କ ଆର୍ଥିକ ଇଞ୍ଜିନ; କହିଲେ ମହିଳାଙ୍କୁ ମିଳିବ ୮୫୦୦୦ ଟଙ୍କା

SUNSTARTV ସନଷ୍ଟାରଟିଭି ବ୍ୟୁରୋ:ନିର୍ବାଚନର ଶେଷ ସମୟରେ ବଡ ବଡ ନେତାଙ୍କ ଓଡିଶା ଗସ୍ତ ରାଜ୍ୟ ରାଜନୀତିକୁ ଅଧିକ ସକ୍ରିୟ କରୁଛି । ଫଳରେ ସମସ୍ତଙ୍କ ଫୋକସରେ ରହିଛି...

Read more

ଏହି ଶୁଭ ଦିନରେ ଲାଗୁଛି ବର୍ଷର ଦ୍ୱିତୀୟ ସୂର୍ଯ୍ୟ ଗ୍ରହଣ;ଜାଣନ୍ତୁ ଭାରତ ଉପରେ ରହିଛି କଣ ପ୍ରଭାବ

SUNSTARTV ସନଷ୍ଟାରଟିଭି ବ୍ୟୁରୋ: ହିନ୍ଦୁ ଧର୍ମରେ ଅନେକ ଶାସ୍ତ୍ରପୁରାଣ ରହିଛି । ସେଥି ମଧ୍ୟରୁ ଭିନ୍ନ ଏବଂ ଗୁରୁତ୍ୱ ପୂର୍ଣ୍ଣ ଶାସ୍ତ୍ର ହେଉଛି ଜ୍ୟୋତିଷ ଶାସ୍ତ୍ର ।...

Read more

ଇରାନ୍‌ ସହ ହାତ ମିଳାଇଲା ଭାରତ; ଆଶ୍ଟର୍ଯ୍ୟ ହେଲା ଆମେରିକା

SUNSTARTV ସନଷ୍ଟାର ଟିଭି ବ୍ୟୁରୋ:ନିର୍ବାଚନ ସମୟରେ ନୂଆ କଥା ଦେଖିବାକୁ ମିଳୁଛି। ଇରାନ୍ ସହ ହାତ ମିଳାଇଛି ଭାରତ। ଆସନ୍ତା ଦଶ ବର୍ଷ ପାଇଁ ଚାବାହାର ବନ୍ଦର...

Read more

ମଧୁମେହ ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ଏସବୁ ପରିବା; ଶରୀର ପାଇଁ ହୋଇଥାଏ ବିଷ ସମାନ

SUNSTARTV ସନଷ୍ଟାର ଟିଭି ବ୍ୟୁରୋ:ମଣିଷ ଶରୀର ସୁସ୍ଥ ଓ ରୋଗହୀନ ରହିବା ପ୍ରମୁଖ ଆଶା ଅଟେ । ମାତ୍ର ଶାରୀରିକ ଦୁର୍ବଳତା ଓ ବୟସ ରେ ବୃଦ୍ଧି...

Read more

ADR ରିପୋର୍ଟ; ପଞ୍ଚମ ପର୍ଯ୍ୟାୟରେ ୧୫୯ ପ୍ରାର୍ଥୀ ଦାଗୀ, ୨୨୭ଜଣ କୋଟିପତି

SUNSTARTV ସନଷ୍ଟାର ଟିଭି ବ୍ୟୁରୋ:୨୦୨୪ ମହାଲଢ଼େଇର ମେ' ୨୦ ତାରିଖ ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ । ପଞ୍ଚମ ପର୍ଯ୍ୟାୟରେ ମୋଟ ୬୯୫ ପ୍ରାର୍ଥୀ ମଇଦାନରେ ଅଛନ୍ତି...

Read more

ଓଡିଶାରେ ସରିଲା ପ୍ରଥମ ପର୍ଯ୍ୟାୟ ମତଦାନ;କାହାକୁ ଭୋଟ ଦେଲେ କୋଟିଆ ଭୋଟର, ଜଣାନ୍ତୁ କେତେ ରହିଛି ଭୋଟ ହାର

SUNSTARTV ସନଷ୍ଟାର ଟିଭି ବ୍ୟୁରୋ:ଓଡ଼ିଶାରେ ସରିଲା ପ୍ରଥମ ପର୍ଯ୍ୟାୟ ମତଦାନ । ୪ ଟି ଲୋକସଭା ଏବଂ ୨୮ ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ...

Read more

ସୋସିଆଲ ମିଡିଆ ଡିପି ଗୋଲ କାହିଁକି? ଜାଣନ୍ତୁ କଣ ରହିଛି ଏହା ପଛର ପ୍ରକୃତ କାରଣ

SUNSTARTV ସନଷ୍ଟାର ଟିଭି ବ୍ୟୁରୋ:ଆଜିକାଲି ସମସ୍ତେ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି । କେବଳ ଦେଶ ନୁହେଁ ବରଂ ସମଗ୍ର ବିଶ୍ୱରେ ଏହାର ଚାହିଦା ଅଧିକ ରହିଛି...

Read more