brekingnews

ଆଇପିଏସ୍ ଆଶିଷ ସିଂଙ୍କ ବଢିଲା ଅଡୁଆ;ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଦେଇଥିଲେ ମିଛ ରିପୋର୍ଟ

SUNSTARTV ସନଷ୍ଟାରଟିଭି ବ୍ୟୁରୋ: ଆଇଜି-ସିଏମ ସିକ୍ୟୁରିଟି ତଥା ବରିଷ୍ଠ ଆଇପିଏସ ଆଶିଷ ସିଂଙ୍କ ଅଡୁଆ ବଢିଛି । ଆଶିଷଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ...

Read more

ଓଟିଡିସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଲେନିନ୍ ମହାନ୍ତି; କହିଲେ ଓଡିଶା ଲୋକଙ୍କ ପାଇଁ….

SUNSTARTV ସନଷ୍ଟାରଟିଭି ବ୍ୟୁରୋ: ଚଳିତ ନିର୍ବାଚନରେ ଦୋହଲି ଯାଇଛି ରାଜ୍ୟ ରାଜନୀତି । ଓଡିଶାରେ ଭାଙ୍ଗିଛି ୨୪ ବର୍ଷର ଶାସନ । ବିଜେଡି ହାରିବା ପରେ ଓଡିଶାରେ...

Read more

ପ୍ରଶାନ୍ତ ଜଗଦ୍ଦେବଙ୍କୁ ନେଇ ଆସିଲା ବଡ ଖବର; ଜୁନ୍ ୯ ତାରିଖରୁ ୩ ଦିନ ପାଇଁ ମିଳିଲା ଅନ୍ତରୀଣ ଜାମିନ

SUNSTARTV ସନଷ୍ଟାରଟିଭି ବ୍ୟୁରୋ: ଓଡିଶାରେ ବିଜେପି ଜିତିବା ପରେ ବିଜେପି ମହଲରେ ଖେଳିଯାଇଛି ଖୁସିର ଲହରୀ । ଓଡିଶାରେ ଗଠନ ହେବାକୁ ଯାଉଛି ବିଜେପି ସରକାର ।...

Read more

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ: ଆଉ ମାତ୍ର ୨ କିମ୍ବା ୩ ଦିନ ପରେ ଓଡିଶା ଛୁଇଁବ ମୌସୁମୀ

SUNSTARTV ସନଷ୍ଟାରଟିଭି ବ୍ୟୁରୋ: ଚଳିତ ବର୍ଷ ଏପ୍ରିଲରୁ ଗରମ ତ୍ୱାୱାରେ ଭାଜି ହେଉଛି ସାରା ଓଡିଶା । ଏସିଆ ମହାଦେଶର ଷଷ୍ଠ ତମ ଉତପ୍ତ ସହର ପାଲଟିଥିଲା...

Read more

ସାମ୍ନାକୁ ଆସିଲା ଓଡିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଚେହେରା; ଗିରିଶ ମୁର୍ମୁ ହୋଇ ପାରନ୍ତି ମୁଖ୍ୟମନ୍ତ୍ରୀ !

SUNSTARTV ସନଷ୍ଟାରଟିଭି ବ୍ୟୁରୋ: ଚଳିତ ନିର୍ବାଚନରେ ଓଡିଶାରେ ବିଜେଡି ତାର ସଂଖ୍ୟା ଗରିଷ୍ଠତା ହରାଇଛି । ଫଳରେ ଓଡିଶାରେ ଭାଙ୍ଗିଛି ବିଜେଡି ସରକାର । ସେପଟେ ମୁଖ୍ୟମନ୍ତ୍ରୀ...

Read more

ନବୀନ ପଟ୍ଟନାୟକଙ୍କ ରାଜନୀତି କ୍ୟାରିୟରରେ ପଡିଲା ପୁର୍ଣ୍ଣଛେଦ; ମୁଖ୍ୟମନ୍ତ୍ରୀ ପଦରୁ ଦେବେ ଇସ୍ତଫା

SUNSTARTV ସନଷ୍ଟାରଟିଭି ବ୍ୟୁରୋ: ଚଳିତ ନିର୍ବାଚନରେ ପୁରା ବଦଳିଗଲା ଓଡିଶା ରାଜନୀତି । ୨୪ ବର୍ଷ ଶାସନ ଉପରେ ପଡିଲା ପୂର୍ଣ୍ଣଚ୍ଛେଦ । ଓଡିଶା ରଜନୀତିରେ ହେଲା...

Read more

ଅରବିନ୍ଦ ମହାପାତ୍ର ପିନ୍ଧିଲେ ବିଜୟ ମୁକୁଟ;୧୦ ହଜାର ୭୦୫ ଭୋଟ ବ୍ୟବଧାନରେ ହେଲେ ବିଜୟୀ

SUNSTARTV କେନ୍ଦ୍ରାପଡା: ୨୪ ସାଧାରଣ ନିର୍ବାଚନକୁ ନେଇ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ପ୍ରକାଶ ପାଉଛି ରେଜଲ୍ଟ । କେଉଁଠି ବିଜେପି ବାଜିମାତ କରୁଛି ତ ପୁଣି  କେଉଁଠି...

Read more

୨୪ ନିର୍ବାଚନରେ ବଦଳୁଛି ବିଜେଡି ସମିକରଣ; ୧୦ ହଜାର ଭୋଟ ବ୍ୟବଧାନରେ ପରାଜିତ ବିଜେଡି ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶନୀ

SUNSTARTV  ସନଷ୍ଟାରଟିଭି ବ୍ୟୁରୋ:୨୪ ନିର୍ବାଚନରେ ବଦଳୁଛି ବିଜେଡି ସମିକରଣ । ଗୋଟିଏ ପରେ ଗୋଟିଏ ଆସନ ହରାଉଛି ବିଜୁ ଜନତା ଦଳ । ଯାଜପୁରକୁ ବିଜେଡିର ଗଡ...

Read more