ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ଦେଶର ଗୁରୁତ୍ଵପୂର୍ଣ୍ଣ ବଜେଟ ଅଧିବେଶନ ।ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ବିଭିନ୍ନ ବିଷୟ ପାଇଁ ବ୍ୟୟ ଅଟକଳ କରୁଛନ୍ତି । ତେବେ ଏହି କେନ୍ଦ୍ର ସରକାରଙ୍କ ଦ୍ଵାରା ପେଟ୍ରୋଲ ଓ ଡିଜେଲ ଦରରେ କୃଷି ସେସ ଲାଗୁ କରାଯାଇଛି । ଯାହା ଫଳରେ ଫଳରେ ପେଟ୍ରୋଲ୍ ଲିଟର୍ ପିଛା ୨ଟଙ୍କା ୫୦ ପଇସା ଏବଂ ଡିଜେଲ୍ ଲିଟର୍ ପିଛା ୪ଟଙ୍କା ମହଙ୍ଗା ହେବ । ତେବେ ଏହା ମଧ୍ୟ କୁହାଯାଉଛି ଯେ ଏହି ସେସ୍ ତୈଳ କମ୍ପାନିଗୁଡିକ ଦେବାକୁ ହେବ ଓ ସାଧାରଣ ଲୋକଙ୍କୁ ଏହି ଦର ବୃଦ୍ଧିର କୌଣସି ଫରକ ପଡିବ ନାହିଁ ।