ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଆୟ ବର୍ହିଭୃତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଇଏଫଏସ ଅଭୟକାନ୍ତ ପାଠକ ଓ ଠକେଇ ଅଭିଯୋଗରେ ତାଙ୍କ ପୁଅ ଆକାଶ ପାଠକ ଭିଜିଲାନ୍ସ ଜାଲରେ ଧରାପଡିଥିଲେ । ତେବେ ଆଜି ସେମାନଙ୍କୁ ମିଳିଛି ସର୍ତ୍ତମୂଳକ ଜାମିନ । ଉଭୟଙ୍କ ଜାମିନକୁ ମଞ୍ଜୁରୀ ଦେଇଛନ୍ତି ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟ । ଉଭୟଙ୍କୁ ଜାମିନ ମିଳିଥିବା ନେଇ ସୂଚନା ଦେଇଛନ୍ତି ଓକିଲ ଅରୂପ ଚାନ୍ଦ ।