ସନଷ୍ଟାର ଟିଭି ବ୍ୟୁରୋ
ବିବାହ ବନ୍ଧନରେ ବାନ୍ଧି ହେଲେ ହ୍ୟାଣ୍ଡସମ୍ ହିରୋ ବରୁଣ ଧୱନ୍। ଆଗରୁ ତାଙ୍କର ପିଲାବେଳର ସାଥୀ ନତଶା ଦଲାଲଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିବା କଥା ଚର୍ଚ୍ଚା ହେଉଥିବାବେଳେ, ସେମାନଙ୍କ ବିବାକୁ ଅପେକ୍ଷା କରିଥିଲେ ବରୁଣଙ୍କ ଫ୍ୟନ୍ । ଆଜି ବରୁଣ ନିଜ ବିବାହ କଥା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ରେ ପୋଷ୍ଟ କରି ଜଣାଇଛନ୍ତି।
https://www.instagram.com/p/CKb3BcTBEMs/?igshid=oc4t4ujv2p1t
ଏନେଇ ତାଙ୍କ ଫ୍ୟନସ୍ ବହୁତ୍ ଖୁସି ଅଛନ୍ତି ଏବଂ ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ଅନ୍ୟପଟେ ବଲିଉଡ୍ ଜଗତର ବହୁ ନାମିଦାମୀ କଳାକାର ମଧ୍ୟ ବରୁଣ ଓ ନତାଶାଙ୍କୁ ଶୁଭେଚ୍ଛା ଦେଇଛନ୍ତି । ବରୁଣ ବଲିଉଡ୍ ଜଗତର ଜଣେ ଚର୍ଚ୍ଚିତ କଳାକାର ହୋଇଥିବା ବେଳେ ନତାଶା ଦଲାଲ ମଧ୍ୟ ଜଣେ ବହୁ ପ୍ରତିକ୍ଷୀତ ଫ୍ୟାସନ ଡିଜାଇନର ଅଟନ୍ତି ।