ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆଜି ୧୨୧୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ କରୋନାରେ ୧୬ ଜଣ ମୁତ୍ୟୁବରଣ କରିଛନ୍ତି ।
ଗତକାଲି ରାଜ୍ୟରେ ୧୩୧୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ । ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨,୮୮,୧୬୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Another 1311 Covid patients have recovered and are being discharged on 08.11.2020
158 from Khordha
94 from Cuttack
86 from Mayurbhanj
67 from Nuapada
64 from Jagatsinghpur
62 from Jajapur
59 from Puri
57 from Kendrapara
55 from Baleswar
54 from Keonjhar
52 from Bolangir— H & FW Dept Odisha (@HFWOdisha) November 8, 2020
46 from Anugul
43 from Nabarangpur
38 from Dhenkanal
38 from Nayagarh
37 from Kalahandi
35 from Sundargarh
33 from Koraput
32 from Bargarh
26 from Ganjam
26 from Malkangiri
22 from Bhadrak
21 from Sambalpur
20 from Jharsuguda
17 from Sonepur
16 from Kandhamal
11 from Deogarh— H & FW Dept Odisha (@HFWOdisha)
ସୁସ୍ଥଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୫୮ ଜଣ ସୁସ୍ଥ ହୋଇଥିବା ବେଳେ କଟକ- ୯୪, ମୟୂରଭଞ୍ଜ- ୮୬, ଜଗତସିଂହପୁର- ୬୪, ଯାଜପୁର- ୬୨, ପୁରୀ- ୫୯, କେନ୍ଦ୍ରାପଡ଼ା- ୫୭, ବାଲେଶ୍ୱର- ୫୫, କେନ୍ଦୁଝର- ୫୪, ବଲାଙ୍ଗିର- ୫୨, ଅନୁଗୁଳ- ୪୬, ନବରଙ୍ଗପୁର- ୪୩ ଜଣ ସୁସ୍ଥ ହୋଇଛନ୍ତି।
ସେହିପରି କେନ୍ଦୁଝର- ୫୪, ବଲାଙ୍ଗିର- ୫୨, ଅନୁଗୁଳ- ୪୬, ନବରଙ୍ଗପୁର- ୪୩, ଢେଙ୍କାନାଳ- ୩୮, ନୟାଗଡ଼- ୩୮, କଳାହାଣ୍ଡି- ୩୭, ସୁନ୍ଦରଗଡ଼- ୩୫, କୋରାପୁଟ- ୩୩, ବରଗଡ଼- ୩୨, ଗଞ୍ଜାମ- ୨୬, ମାଲକାନଗିରି- ୨୬ ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ କହିଛି।
ଭଦ୍ରକ- ୨୨, ସମ୍ବଲପୁର- ୨୧, ଝାରସୁଗୁଡ଼ା- ୨୦, କନ୍ଧମାଳ- ୧୬, ଦେବଗଡ଼- ୧୧, ରାୟଗଡ଼ା- ୧୦, ଗଜପତିରୁ ୨ଜଣ ସୁସ୍ଥ ହୋଇଛନ୍ତି।