ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ରାଜ୍ୟରେ କରୋନାର ସ୍ଥିତି ନିୟନ୍ତ୍ରଣରେ ରହିଥିବାର ଦେଖାଯାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କ୍ଵାରେନ୍ଣ୍ଟାଇନ ସେଣ୍ଟରରେ ୧୪୨ ଜଣ ଥିବା ବେଳେ ଲୋକାଲ କେସ ୧୦୨ ଜଣ ଅଟେ । ତେବେ ଏହାକୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ୍ କେସ ୩୩୨୧୦୬ରେ ପହଞ୍ଚିଛି ।
ଆଜି ରାଜ୍ୟରେ କରୋନା ସୁସ୍ଥ ସଂଖ୍ୟା୨୪୦ରହିଛି ।ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୩୨୮୦୪୩ରେ ପହଞ୍ଚିଛି ।ତେବେ ମୋଟ ଆକ୍ଟିଭ୍ କେସ ୨୧୧୮ରହିଛି ।
ରାଜ୍ୟର ସମ୍ବଲପୁରରେ ସର୍ବାଧିକ ୩୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହା ପଛକୁ ଭଦ୍ରକରେ ୨୩,ସୁନ୍ଦରଗଡରେ ୨୨, ବଲାଙ୍ଗିର, ଝାରସୁଗୁଡା ଓ ଗଜପତିରେ ୧୯ ଏବଂ ଯାଜପୁରରେ ୧୦ ଜଣ ବାହାରିଛନ୍ତି । ଓ ଅନ୍ୟ ଜିଲ୍ଲା ଗୁଡିକରେ ଏକ ଅଙ୍କ ମଧ୍ୟରେ କରୋନା ଆକ୍ରନ୍ତ ସଂଖ୍ୟା ରହିଛି ।
Covid-19 Report For 10th January, 2021
New Positive Cases: 244
In quarantine: 142
Local contacts: 102(Details of local contacts will be shared by concerned Dist Administration)
District Wise Cases:
1. Angul: 15
2. Balasore: 9
3. Bargarh: 23
4. Bhadrak: 3
5. Balangir: 19— I & PR Department, Odisha (@IPR_Odisha) January 11, 2021
6. Cuttack: 5
7. Deogarh: 1
8. Gajapati: 19
9. Jagatsinghpur: 1
10. Jajpur: 10
11. Jharsuguda: 19
12. Kalahandi: 1
13. Kandhamal: 7
14. Kendrapada: 5
15. Keonjhar: 7
16. Khurda: 9
17. Malkangiri: 1
18. Mayurbhanj: 5
19. Nuapada: 4
20. Puri: 8
21. Rayagada: 8
22. Sambalpur: 37— I & PR Department, Odisha (@IPR_Odisha) January 11, 2021
23. Sonepur: 4
24. Sundargarh: 22
25. State Pool: 2New recoveries: 240
Cumulative tested: 7201736
Positive: 332106
Recovered: 328043
Active cases: 2118— I & PR Department, Odisha (@IPR_Odisha) January 11, 2021