ଦିଲ୍ଲୀରେ ଭାରତୀୟ ଜନତା ପାର୍ଟିର ବିପୁଳ ବିଜୟକୁ ନେଇ ଓଡ଼ିଶାରେ ଉତ୍ସବ । ଟାଙ୍ଗୀ ସାଲେପୁର ନିର୍ବାଚନ ମଣ୍ଡଳୀର ବିଜେପି ଯୁବ ସଂଗଠକ ହିମାଂଶୁ କୁମାର ମହାନ୍ତି ଆଜି ନିଜର ସହ କର୍ମୀଙ୍କ ସହ ଉତ୍ସବ ମନାଇଛନ୍ତି । ହିମାଂଶୁ ନିଜର ବାସ ଭବନରେ କର୍ମୀମାନଙ୍କ ସହ ବାଣ ଫୁଟାଇ କେକ୍ କାଟି ଖୁସି ମନାଇଥିଲେ।
ଦିଲ୍ଲୀ ନିର୍ବାଚନ ରେ ଦିଲ୍ଲୀରେ ରହି ଓଡ଼ିଶା ବାସୀଙ୍କୁ ଯଶଶ୍ଵି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ବିଭିନ୍ନ ଯୋଜନା ଉପରେ ବୁଝାଇଥିଲେ । ହିମାଂଶୁଙ୍କ ଅକ୍ଲାନ୍ତ ପରିଶ୍ରମ ମଧ୍ୟ ବିଜେପିକୁ ଜିତିବାକୁ ସହଯୋଗ କରିଥିଲା ।ସେହି ଖୁସିରେ କର୍ମୀ ମାନେ ତାଙ୍କର ପ୍ରିୟ ନେତା ହିମାଂଶୁ ଙ୍କୁ ମିଠା ଫୁଲ ତୋଡା ଦେଇ ଶୁଭେଚ୍ଛା ଜଣାଇଥିଲେ ।