କୋଟିଆରେ କୋରାପୁଟ ଜିଲ୍ଲାପାଳ ,ବିଭିନ୍ନ ପ୍ରକଳ୍ପ ବୁଲିଲେ ,ପିଲାଙ୍କସହ ମଧ୍ୟାହ୍ନଭୋଜନ କଲେ|ଅଚାନକ ସ୍କୁଲରେ ପହଁଚିଲେ|ପିଲାଙ୍କ ସୁବିଧା ଅସୁବିଧାବିବୁଝିଲେ |ଶନିବାର ଅଚାନକ କୋଟିଆ ଗସ୍ତ କରିଛନ୍ତି କୋରାପୁଟ ଜିଲ୍ଲାପାଳ ଭି.କୀର୍ତି ଭାସନ|ପ୍ରଥମେ ସେଠାରେ ଚାଲିଥିବା ପ୍ରକଳ୍ପ ବୁଲି ଦେଖିଲେ |ଓ ଏହା ପରେପହଁଞ୍ଚିଥିଲେଏସ.ଏସଡ଼ ହାଇସ୍କୁଲରେ |ସେହି ସମୟଟି ମଧ୍ୟାହ୍ନ ଭୋଜନ ସମୟ ହୋଇଥିବାରୁ ପିଲାମାନେ ଖାଇବାକୁ ବସିଥିଲେ |ମୋ ପାଇଁ ଲଞ୍ଚ ର ବେବ୍ୟସ୍ତ କରାଯାଉବୋଲି କହିଥିଲେ ଜିଲ୍ଲାପାଳ |ପିଲାମଙ୍କ ସହ ବସି ଥାଳିରେ ବଢାଯାଇଥିବା ଭାତ,ଡାଲି,ତରକାରୀକୁ ଖାଇଥିଲେ ,ସେହିଖାଇବାସମୟରେ ପିଲାମାନଙ୍କର ପାଠପଢା କେମିତି ଚାଲିଛି ପଚାରିବୁଝିଥିଲେ ଜିଲ୍ଲାପାଳ |ଜିଲାପାଳଙ୍କ ସହ ମଧ୍ୟାହ୍ନ ଭୋଜନ କରି ବେଶ ଖୁସି ଥିବାକଥା କହିଛନ୍ତି ପିଲାମାନେ |