ରାଜ୍ୟରେ ଫେବୃୟାରୀ ତାତି ବଢି଼ବାର ଲାଗିଛି | ଦିନର ତାପମାତ୍ର ସ୍ୱାଭାବିକ ଠାରୁ ୫ ରୁ ୬ ଡିଗ୍ରୀ
ବଢିଥିବା ବେଳେ ରାତିର ତାପମାତ୍ରା ସ୍ୱାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି | ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି ପାଣିପାଗ ରହିଅ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର | ସମ୍ବଲପୁର, ଝାରସୁଗୁଡା, ବଲାଙ୍ଗୀରି , ବରଗଡ଼,ସୋନପୁର, କଳାହାଣ୍ଡି , ଗଜପତି ନୂଆପଡା , ଅନୁଗୋଳ,ଢେଙ୍କାନାଳ , ସହିତ ରାଜଧାନୀ ଭୁବନେଶ୍ୱରରେ ବି ତାପମାତ୍ରା ବୃଦ୍ଧି ପାଇବ |
ବର୍ତ୍ତମାନ ରାଜ୍ୟରେ ମେଘମୁକ୍ତି ଆକାଶ ସହ ସୁର୍ଯ୍ୟଙ୍କ ଟାଣ କିରଣ ପାଇଁ ପାରଦ ଉପର ମୁଁହା ହୋଇଛି ବୋଲି ପାଣିପାଗ କେନ୍ଦ୍ର କହିଛି |