ଫେବୃୟାରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ରୂପେ ପାଳନ କରାଯାଏ | ଆଜିର ଦିନରେ କର୍କଟ ଏକ ଗମ୍ଭୀର ରୋଗ ହୋଇଥିବା ବେଳେ, ଯାହା କାହାକୁ ବି ଏହାର ଶିକାର କରିପାରେ |
ପ୍ରତିବର୍ଷ ଦୁନିଆର ଅନେକ ଲୋକ ଏହି ଗମ୍ଭୀର ରୋଗର ଶିକାର ହେଉଛନ୍ତି | ଅନେକ ଲାକ ଏହି କାରଣରୁ ପ୍ରାଣ ହରାନ୍ତି | ଏହା ଏତେ ମାରାତ୍ମକ ହୋଇଥିଲେ ମଧ୍ୟ ଅନେକ ଲକ ଏନେଇ ସଚେତନ ନୁହଁନ୍ତି | ଏଭଳି ପରିସ୍ଥିତିରେ ଏହି ଗମ୍ଭୀର ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଫେବୃୟାରୀ ୪ ରେ ‘ବିଶ୍ୱ କର୍କଟ ଦିବସ’ ପାଳନ କରାଯାଏ |