ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା 60ନ ଜତୀୟ ରାଜପଥ ଶାନ୍ତିଆ ବ୍ରିଜରେ, ଆଜି ସକାଳ ସମୟରେ ଏକ କଣ୍ଟେନର ଜେସିବି ମେସିନ ଲୋଡ଼ କରି ଓଡିଶାରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା ବେଳେ ଶାନ୍ତିଆ ବ୍ରିଜ ଅନତି ଦୂରରେ ରାସ୍ତାର ମରାମତି ପାଇଁ ରାସ୍ତାର ଡ୍ରାଇଭରସେନ ପାଖରେ ଅଗରରେ ଯାଉଥିବା ଏକ କଣ୍ଟେନରକୁ ପଛପଟୁ ଧକ୍କା ଦେବା ଯୋଗୁଁ କଣ୍ଟେନର ଆଗ ସମ୍ପୂଣ୍ଣ ଭାବରେ ଚାପି ହୋଇ ଯିବା ଯୋଗୁଁ ଡ୍ରାଇଭର ସେଥିରେ ଚାପି ହୋଇ ରହି ଯାଇଥିଲା !ଖବରପାଇ ଜଳେଶ୍ୱର ଅଗ୍ନିଶମ ବିଭାଗ ଓ ପୋଲିସ ଘଟଣା ସ୍ଥଳରେ ପହଂଚି କଟର ମେସିନ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟଜାରୀ ରଖିଥିଲେ !ତେବେ ଦୀର୍ଘ ସାଢେ ତିନିଘଣ୍ଟା ଉର୍ଦ୍ଧ୍ୱ ସମୟ କସରତ ପରେ ଉଦ୍ଧାର ହେଲା ଗୁରୁତ୍ୱର ଡ୍ରାଇଭର, ଗୁରୁତ୍ୱ ଡ୍ରାଇଭରକୁ 108 ଆମ୍ବୁଲାନ୍ସ ଯୋଗେ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲକୁ ପଠା ଯାଇଥିଲା ବେଳେ ପୋଲିସ କଣ୍ଟେନର ଦୁଇଟିକୁ ଜବତ କରି ତଦନ୍ତ ଜାରୀ ରଖିଛି !