ବନ୍ଦ ହୋଇଯିବ ଅଙ୍ଗନବାଡି କେନ୍ଦ୍ର | ରାଜ୍ୟରେ ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ କରିବା ପାଇଁ ତ୍ଵରାନ୍ଵିତ୍ୱ କରିବା ସହ ପ୍ରଥମ ଶ୍ରେଣୀରୁ ୬ ବର୍ଷରୁ ଅଧିକ ବୟସ ହେଲେ ନାମ ଲେଖା ହେବାର ନୂଆ ନିୟମ କାର୍ଯ୍ୟକାରୀ କରିଛନ୍ତି |
ସରକାରଙ୍କ ବିଜ୍ଞପ୍ତି ରେ ଉଲ୍ଲେଖ କରାଯାଇଛି ଯେ ସମ୍ପୃକ୍ତ ଶିକ୍ଷାବର୍ଷର ସେପ୍ଟେମ୍ବର ୧ ତାରିଖ ସୁଧା ୬ ରୁ ଅଧିକ ବୟସର ପିଲାମାନେ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ଯୋଗ୍ୟ ହେବେ |
ଓଡିଶା ସରକାର ୨୦୧୫-୨୬ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତି ୨୦୨୦କୁ କାର୍ଯ୍ୟକାରୀ କାରିବାର ଯୋଜନା କରିଛନ୍ତି | ବର୍ତ୍ତମାନ ଅଙ୍ଗନବାଡ଼ିରେ ରହିବ ଶିଶୁ ବଟିକା ୧ ଓ ୨ | ସେହିପରି ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟିକା ୩ ରଖିବାର ବ୍ୟବସ୍ଥା କରାଯାଇଛି