ଜାନୁୟାରୀ ୨୮ରୁ ଆରମ୍ଭ ହେବ ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମ | ୨୮ ଏବଂ ୨୯ରେ ଦୁଇ ଦିନ ଧରି ଛଲିଓବାଏହି ସମ୍ମିଳନୀ | ଭୁବନେଶ୍ୱରର ଅଜାଣତ ମୈଦାନରେ କରାଯଇଅ ଉତ୍କର୍ଷହ ଓଡିଶା ମେକ ଇନ ଓଡିଶା କାର୍ଯ୍ୟକ୍ରମ | ଏନେଇ ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରିଛନ୍ତି ଶିଳ୍ପ ସଚିବ ହେମନ୍ତ ମିଶ୍ର |
୨୮ ତାରିଖ ଦିନ ଉତ୍କର୍ଷ ଓଡିଶାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନ କରିବେ | ଏଥିରେ ସିଆଇଆଇର ୨୦୦ କାଉନସିଲର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି |
୨୮ ତାରିଖ ଦିନ ବଡ ବଡ ଶିଳ୍ପପତି ମାନେ ଉତ୍କର୍ଷ ଓଡ଼ିଶାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି | ଉତ୍କର୍ଷ ଓଡିଶା ପାଇଁ ସାମିଲ ହେଲେ ୧୨ ଦେଶର ଶିଳ୍ପପତି | ବିଶିଷ୍ଟ ଶିଳ୍ପପତିଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ |