ସୁଭଦ୍ରାକୁ ନେଇ ମଙ୍ଗଳବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବଡ ଘୋଷଣା କରିଛନ୍ତି | ଉପମୁଖ୍ୟନ୍ତ୍ରୀ କହିଛନ୍ତି , ଓଡିଶା ବାହାରେ ଥିବା ମହିଳାଙ୍କୁ ମଧ୍ୟ ମିଳିବ ଶୁଭଦର ଟଙ୍କା | ରାଜ୍ୟ ବାହାରେ ଥିବା ମହିଳାଙ୍କୁ ମିଉଳିବ ସୁଭଦ୍ରା ଟଙ୍କା | ଉପମୁଖ୍ୟମନ୍ତ୍ରୀ କହିଛନ୍ତି , ରାଜ୍ୟ ବାହାରେ ଅନେକ ମହିଳା ରହିଛନ୍ତି |ଯେଉଁମାନେ ସୁଭଦ୍ରାରେ ସାମିଲ ପାଇଁ ଆବେଦନ କରି ନାହାଁନ୍ତି | ସେମାନଙ୍କୁ ଅନୁରୋଧ କରିଛନ୍ତି , ଉପମୁଖ୍ୟ ମନ୍ତ୍ରୀ ଆହୁରି କହିଛନ୍ତି ରାଜ୍ୟର ସମସ୍ତ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ | ବଡ଼ ପଡିଥିବା ହିତାଧିରୀଙ୍କ ପାଇଁ ରିଭ୍ୟୁ ହୋଇଥିଲା | ଯେଉଁମାନେ ଆବେଦନ କରି ନାହାଁନ୍ତି ,ସେମାନେ ଆବେଦନ କଲେ ଟଙ୍କା ପାଇବେ |