ଭାରତର ସବୁଠାରୁ ସୁନ୍ଦର ଟ୍ରେନରେ ଗଣାଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ରେ ଏବେ ଖୁବଶୀଘ୍ର ଫିଲ୍ମରେ ଦେଖାଯିବ | ଫିଲ୍ମରେ ପ୍ରଥମ ଥର ବନ୍ଦେ ଭାରତ ଟ୍ରେନର ଦୃଶ୍ୟ ଦେଖାଯିବ |
ପିଟିଆଇ ପକ୍ଷରୁ ଏହି ଖବର ସାମ୍ନାକୁ ଆସିଛି | ପୁରସ୍କାର ବିଜେତା ଫିଲ୍ମ ନିର୍ମାତା ସୁଜିତ ସରକାର ମୁମ୍ବାଇ ସେଣ୍ଟ୍ରାଲ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୫ ରେ ଆୟୋଜିତ ସୁଟିଂ ଲାଗି ବନ୍ଦେ ଭାରତ ଟ୍ରେନର ବ୍ୟବହାର କରିଥିବା ପ୍ରଥମ ନିର୍ଦେଶକ ହୋଇଯାଇଛନ୍ତି |
ପଶ୍ଚିମ ରେଳବାୟ ଅଧିକାରୀ କହିଛନ୍ତି କି ମୁମ୍ବାଇ- ଅହମଦାବାଦ ମାର୍ଗରେ ଯାଉଥିବା ଦୁଇ ବନ୍ଦେ ଭାରତ ଟ୍ରେନ ରୁ ଗୋଟିଏ ବୁଧବାର ଚାଲେ ନାହିଁ | ଫଳରେ ଏହା ସେଠାରେ ଛିଡା ହୋଇ ରହିଥାଏ |
ସେ ଆହୁରି ମଧ୍ୟ କହିଛନ୍ତି କି ରେଲୱେ ଫିଲ୍ମ ସୁଟିଂ ପାଇଁ ପ୍ରାୟ ୨୩ ଲକ୍ଷ ଟଙ୍କା କଲେକ୍ସନ କରିଛି |