ଆଜି ପୂର୍ବାହ୍ନ ୧୧ଟା ସମୟରେ ଅଚାନକ ଓଡ଼ିଶା ହାଇ କୋର୍ଟ କମିଟି ର ସଦସ୍ୟ ମାନେ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ କୁ ପରି ଦର୍ଶନ ରେ ଆସି ଡାକ୍ତରଖାନା ରେ ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କ ବ୍ୟବସ୍ଥା ଉପରେ ଆଲୋଚନା କରିବା ପାଇଁ ଡାକ୍ତରଖାନାର ଅଧ୍ୟକ୍ଷା ତଥା ଡ୍ଡିନ ପ୍ରିନ୍ସିପାଲ ଶ୍ରୀମତୀ ଲୁସି ଦାସ୍, ପ୍ରଶାସନିକ ଅଧିକାରୀ ଅବିନାଶ ରାଉତ ଓ ଅନ୍ୟାନ୍ ଅଧିକାରୀ ମାନଙ୍କ ସହ ଆଲୋଚନା ଓ ବ୍ୟବସ୍ଥା ଉପରେ ହାଇ କୋର୍ଟ କମିଟି ର ପ୍ରବକ୍ତା ସରୋଜ କୁମାର ଷଡ଼ଙ୍ଗୀ ଦୃଷ୍ଟି ଆକର୍ଷଣ କରିବା ସହିତ ଗଣପ୍ରତିନିଧି ମାନଙ୍କ ପ୍ରଶ୍ନ ର ଉତ୍ତର ରଖିଥିଲେ ଯେ ରୋଗୀ ମାନଙ୍କ ଅ ବ୍ୟବସ୍ଥା ପାଇଁ ଜନସାଧାରଣ ଦାୟୀ।