ସନ୍ଷ୍ଟାର ଟିଭି ବ୍ୟୁରୋ
ପୁରୀ; ବେଆଇନ୍ ଭାବେ ଶ୍ରୀମନ୍ଦିର ଦର୍ଶନ କରି ଅଡୁଆରେ ଏଏନ୍ଏମ୍ ସ୍ଵାସ୍ଥ୍ୟକର୍ମୀ । ଡିସେମ୍ବର ୨୭ ତାରିଖ ଦିନ ୪ ଜଣ ପୁରୀରେ କାର୍ଯ୍ୟରତ ଏଏନ୍ଏମ୍ ସ୍ଵାସ୍ଥ୍ୟକର୍ମୀ ବେଆଇନ ଭାବେ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ । ତେବେ ବିନା ଅନୁମତିରେ ସେମାନେ ଶ୍ରୀଜିଉଙ୍କୁ ଦର୍ଶନ କରିଥିବାରୁ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଣୟନ ଆଜୟ କୁମାର ଜେନା ସୂଚନା ଦେଇଛନ୍ତି ।