SunstarTV
ଆସିଲା ବିଜେଡି ୫ମ ତାଲିକା । ଯେଉଁଥିରେ କଣ୍ଟାବାଞ୍ଜିରୁ ମୁଖ୍ୟମନ୍ତ୍ରୀ ଲଢ଼ିବେ ବୋଲି ଘୋଷଣା ହୋଇଛି ।
ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି BJD ସଭାପତି ନବୀନ ପଟ୍ଟନାୟକ । ଜାଣନ୍ତୁ କେଉଁ ଆସନରୁ କାହା ନାମ ଘୋଷଣା ହୋଇଛି ।
କଣ୍ଟାବାଞ୍ଜିରୁ ଲଢ଼ିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ପଦ୍ମପୁର- ବର୍ଷା ସିଂ ବରିହା
ଚିତ୍ରକୋଣ୍ଡା- ଲକ୍ଷ୍ମୀପ୍ରିୟା ନାୟକ
ଦେବଗଡ଼- ଅରୁନ୍ଧତୀ କୁମାରୀ ଦେବୀ
ନିମାପଡ଼ା- ଦିଲୀପ ନାୟକ
ଜୟପୁର- ଡ. ଇନ୍ଦିରା ନନ୍ଦ
ଅନୁଗୁଳ- ସଂଯୁକ୍ତା ସିଂ
ଏହା ସହିତ ସମ୍ବଲପୁର ଏବଂ ରେଢ଼ା ଖୋଲରେ ପ୍ରାର୍ଥୀ ବଦଳାଇଲା ବିଜେଡି ।
ପୂର୍ବରୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଥିଲା ଦଳ ଏବେ ସମ୍ବଲପୁରରୁ ରୋହିତ ପୂଜାରୀଙ୍କ ନାମ ଘୋଷଣା କରିଛି । ଏହା ସହିତ
ପୂର୍ବରୁ ରେଢ଼ାଖୋଲରୁ ରୋହିତ ପୂଜାରୀଙ୍କଙ୍କୁ ପ୍ରାର୍ଥୀ କରିଥିଲା ଦଳ ଏବେ ସେହି ଆସନରୁ ପ୍ରସନ୍ନ ଆଚାର୍ଯ୍ୟ ଲଢ଼ିବ ।