ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ହେଲେ ଶ୍ରୀମନ୍ଦିର ଅତିରିକ୍ତ ମୁଖ୍ୟ ପ୍ରଶାସକ।
ସ୍ଵଧା ଦେବ ସିଂ: ନୟାଗଡ଼ ଜିଲ୍ଲାପାଳ
ଚଞ୍ଚଲ ରାଣା: ଖୋର୍ଦ୍ଧା ଜିଲ୍ଲାପାଳ
ଶ୍ରୀକାନ୍ତ ପୃଷ୍ଟି ହେଲେ ଉତ୍ତରାଞ୍ଚଳ ଆର୍ଡିସି।
ବିଶାଲ ସିଂ: କେନ୍ଦୁଝର ଜିଲ୍ଲାପାଳ
ଅବଦଲ ଅଖତର: ଅନୁଗୁଳ ଜିଲ୍ଲାପାଳ
ବିଜୟ କୁମାର ଦାସ: ପୁରୀ ଜିଲ୍ଲାପାଳ
ରଂଜନ ଦାସ ହେଲେ କେନ୍ଦ୍ରାଞ୍ଚଳ ଆର୍ଡିସି
ଆଶିଷ ଠାକରେ: ମୟୂରଭଞ୍ଜ ଜିଲ୍ଲାପାଳ
କିର୍ତ୍ତୀ ଭାସାନ୍: କୋରାପୁଟ ଜିଲ୍ଲାପାଳ
ଶୁଭଙ୍କର ମହାପାତ୍ର: ଯାଜପୁର ଜିଲ୍ଲାପାଳ
ବୀନିତ ଭରଦ୍ୱାଜ: କଟକ ଜିଲ୍ଲାପାଳ