ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବେ ୫ମ ଥର ନିର୍ବାଚିତ ହେଲେ ଶେଖ ହସିନା। ରବିବାର ଦିନ ବଙ୍ଗଳାଦେଶରେ ଜାତୀୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଉକ୍ତ ନିର୍ବଚନୀରେ ଶେଖ ହସିନାଙ୍କ ଆୱାମି ଲିଗ ବିଜୟୀ ହୋଇଛି। କ୍ରମାଗତ ଭାବେ ଚତୁର୍ଥ ଥର ପାଇଁ ଆସନ ହାତେଇଛି ଆୱାମି ଲିଗ।