ସନଷ୍ଟାର ଟିଭି ବ୍ୟୁରୋ
-
ପୁଣି ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ
-
ହାଓଡାରୁ ବାହାରି ପୁରୀ ଅଭିମୁଖେ ଯାତ୍ରା କଲା ବନ୍ଦେ ଭାରତ ଏକ୍ସପ୍ରେସ
-
ଦୁର୍ଘଟଣା ସ୍ଥାନ ବାହାନଗା ଦେଇ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ
-
ଘଣ୍ଟା ପ୍ରତି ୧୦/୧୫ କିମି ଗତିରେ ବାହାନଗା ଦେଇ ପୁରୀ ଅଭିମୁଖେ ଯାତ୍ରା କଲା
-
୫୧ ଘଣ୍ଟାର ଟ୍ରକ ମରାମତି ପରେ ସ୍ୱାଭାବିକ ହୋଇଥିଲା ସାମାନ୍ୟ ଟ୍ରେନ ଚଳାଚଳ
-
ସକାଳ ୯ଟାରେ କରମଣ୍ଡଳ ଏକ୍ସପ୍ରେସ୍ ବି ଅତିକ୍ରମ କରିଛି ଦୁର୍ଘଟଣା ସ୍ଥଳ।
-
ବାହାନଗା ଟ୍ରେନ ଦୁର୍ଘଟଣା ପରେ କ୍ଷତିଗ୍ରସ୍ତ ହୋଇଥିବା ରେଳଲାଇନକୁ ମରାମତି କରାଯାଇଛି।
-
ଟ୍ରାକ୍ ମରାମତି ପରେ ରାତିରେ ପ୍ରଥମେ ମାଲବାହୀ ଟ୍ରେନ୍ ଗଡ଼ିବା ପରେ ସକାଳେ ଗଡ଼ିଛି ଯାତ୍ରୀବାହୀ ଟ୍ରେନ୍।
-
ତେବେ ସ୍ୱତନ୍ତ୍ର ଭାବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଅଧକ୍ଷତରେ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ