ସନଷ୍ଟାର ଟିଭି ବ୍ୟୁରୋ
-
ଆଜି ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ
-
ପୂର୍ବାହ୍ନ ୧୧ଟାରେ ଛାତ୍ରଛାତ୍ରୀମାନେ ଓଜେଇଇ ୱେବସାଇଟରୁ ରେଜଲ୍ଟ ପାଇପାରିବେ
-
ଗତ ମାସ ୮ ତାରିଖରେ ଅନୁଷ୍ଠିତ ହୋଇଥିଲା ପରୀକ୍ଷା । ରାଜ୍ୟର ୩୩ଟି ସହରର ୪୭ଟି କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।
-
ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନର ଏମ୍ଟେକ୍,ଏମ୍ବିଏ, ଏମ୍ସିଏ, ଏମ୍ ପ୍ଲାନ, ଲାଟେରାଲ୍ ଏଣ୍ଟ୍ରି ବିଏମ୍ବିଏ ଭଳି ୧୧ଟି ପାଠ୍ୟକ୍ରମରେ ନାମ ଲେଖା ଲାଗି ହୋଇଥିଲା ପରୀକ୍ଷା |
-
ଓଡିଶା ସମେତ ସହ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାରରେ ୩ଟି ପରୀକ୍ଷା କେନ୍ଦ୍ର ହୋଇଥିଲା। ମୋଟ ୩୩ଟି ସହରରେ ୪୭ ପରୀକ୍ଷା କେନ୍ଦ୍ର ହୋଇଥିଲା।
-
ତେବେ ଚଳିତ ବର୍ଷ ମୋଟ ୫୫ ହଜାର ୯୭୯ ଛାତ୍ରଛାତ୍ରୀ ଓଜେଇଇ ପରୀକ୍ଷା ଦେବା ପାଇଁ ନାମ ପଞ୍ଜୀକରଣ କରିଥିଲେ