ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ସ୍ପୋର୍ଟିଭ୍ ଲୁକ୍ସରେ ନଜର ଆସିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ସାମ୍ନାକୁ ଆସିଲା ମୁଖ୍ୟମନ୍ତ୍ରୀଙ୍କ ସ୍ପୋର୍ଟିଭ୍ ଲୁକ୍ସ | ସବୁଜ ଟି-ସାର୍ଟ ଓ ଧଳା ଟ୍ରାଉଜରରେ ନଜର ଆସିଲେ ମୁଖ୍ୟମନ୍ତ୍ରୀ | ହକି ବିଶ୍ୱକପ ବେଳେ ସାମ୍ନାକୁ ଆସିଲା ମୁଖ୍ୟମନ୍ତ୍ରୀଙ୍କ ସ୍ପୋର୍ଟିଭ୍ ଲୁକ୍ସ | ଏହି ସବୁଜ ରଙ୍ଗର ଜର୍ସିକୁ ସୋଭେନିୟର ଭାବେ ବ୍ୟବହାର କରିବେ ରାଜ୍ୟ ସରକାର । ଏହି ନୂଆ ଜର୍ସି ପିନ୍ଧି ସାମନାକୁ ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |
ରିପୋର୍ଟ:ଦୀପା ପ୍ରଧାନ