ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ୱର : ଆସନ୍ତା ୨୭ ରେ ଜାପାନ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ପୂର୍ବତନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କ ଶେଷକୃତ୍ୟରେ ଯୋଗ ଦେବେ | ଏହା ସହ ଜାପାନ ପ୍ରଧାନ ମନ୍ତ୍ରୀ ଫୁମିଓ କିସିଦାଙ୍କୁ ମଧ୍ୟ ଭେଟିବାର ସୂଚନା ରହିଛି |

ରିପୋର୍ଟ ; ଦୀପା ପ୍ରଧାନ