ସନଷ୍ଟାର ଟିଭି ବ୍ୟୁରୋ
-
IAS ସ୍ତରରେ ବଡ ଧରଣର ଅଦଳ ବଦଳ
-
IAS ସ୍ତରରେ ବଡ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର
-
ବିଷ୍ଣୁପଦ ସେଠୀ ହେଲେ ଉଚ୍ଚ ଶିକ୍ଷା ସଚିବ
-
ବିଷ୍ଣୁପଦଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗ ଅତିରିକ୍ତ ଦାୟିତ୍ୱ
-
ଅରବିନ୍ଦ ପାଢୀ ହେଲେ କୃଷି ଓ କୃଷକ ସଶକ୍ତୀକରଣ ସଚିବ
-
ଅରବିନ୍ଦଙ୍କୁ ମତ୍ସ୍ୟ ଓ ପ୍ରାଣି ସଂପଦ ବିଭାଗ ଅତିରିକ୍ତ ଦାୟିତ୍ୱ
-
ସଞ୍ଜୟ କୁମାର ସିଂ ହେଲେ ଗ୍ରାମ୍ୟ ଉନ୍ନୟନ ସଚିବ
-
ସଞ୍ଜୟଙ୍କୁ I&PR ସଚିବ, ବିଡିଏ ଭିସି ଭାବେ ଅତିରିକ୍ତ ଦାୟିତ୍ୱ
-
ଅଶ୍ୱଥୀ. ଏସ୍ ହେଲେ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ