ସନଷ୍ଟାର ଟିଭି ବ୍ୟୁରୋ
-
ରାଷ୍ଟ୍ରପତିଙ୍କୁ ଭେଟିଲେ ଓଡିଶା ବିଧାୟକ
-
ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁଙ୍କୁ ଭେଟିଲେ ଓଡିଶାର ବିଧାୟକ ମଣ୍ଡଳୀ
-
ରାଷ୍ଟ୍ରପତି ଭବନରେ ଓଡିଶାର ୨୪ ଜଣ ବିଧାୟକ ଭେଟିଲେ
-
ବାଚସ୍ପତି ବିକ୍ରମ ଆରୁଖଙ୍କ ନେତୃତ୍ୱରେ ଭେଟିଲେ ବିଧାୟକ ମଣ୍ଡଳୀ
-
ରାଷ୍ଟ୍ରପତିଙ୍କୁ ଭେଟି ଶୁଭେଚ୍ଚା ଜଣାଇଲେ ସବୁ ଦଳର ବିଧାୟକ