ସନଷ୍ଟାର ଟିଭି ବ୍ୟୁରୋ

ରିପୋର୍ଟ:ଭାରତରେ ହିନ୍ଦୁ, ଜୈନ ଏବଂ ବୌଦ୍ଧମାନଙ୍କ ମଧ୍ୟରେ ବହୁ ମହତ୍ତ୍ୱ ରଖିଥାଏ ଗୁରୁ ପୂର୍ଣ୍ଣିମା। ଆଜି ଦିନ ହେଉଛି ସମସ୍ତ ଗୁରୁ ଓ ଶିକ୍ଷକମାନଙ୍କ ପାଇଁ ଉତ୍ସର୍ଗୀକୃତ ଦିନ। ଯେଉଁମାନେ ତାଙ୍କର ପିଲାମାନଙ୍କୁ ସଠିକ ପଥରେ ନେବାରେ ସହାୟକ ହୋଇଥାଏ। ଜୁଲାଇ୧୩ ରେ ପାଳିତ ହୋଇଥାଏ ଗୁରୁ ପୁର୍ଣ୍ଣିମା। ଗୁରୁ ଜଣେ ଏଭଳି ଏକ ବ୍ୟକ୍ତିତ୍ବ ଯାହା ବିନା ସାରା ଦୁନିଆ ଅଧା। ବିନା ଗୁରୁରେ କେହି କେବେ ଆଗକୁ ବଢ଼ି ନାହାନ୍ତି।ତେଣୁ ଗୁରୁ ପୂର୍ଣ୍ଣିମା ନିଜ ଭିତରେ ହିଁ ବହୁତ ବଡ ମହତ୍ତ୍ବ ପରିବହନ କରିଥାଏ।

ଆଜି ଏହି ଗୁରୁପୂର୍ଣ୍ଣିମା ଅବସରରେ ମମତା ବାନାର୍ଜୀ ପିଲା ମାନଙ୍କୁ ଚକୋଲେଟ ବାଣ୍ଟିଛନ୍ତି। ତେବେ ବର୍ତ୍ତମାନ ମମତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଯେଉଁଥିରେ ପିଲାମାନଙ୍କ ସହ ନଜର ଆସିଛନ୍ତି ମମତା।