ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ବର: ବିଦେଶ ଗସ୍ତରେ ଯାଇଛନ୍ତି ନବୀନ। ତେବେ ଏହା ଭିତରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଆଇଏଫଏସ ନିନା ମଲହୋତ୍ରାଙ୍କୁ ଭେଟିଛନ୍ତି। ନିନା ବର୍ତ୍ତମାନ ଇଟାଲୀରେ ଥିବା ଭାରତୀୟ ରାଷ୍ଟ୍ରଦୂତ ଙ୍କ ସହ ସାକ୍ଷାତ କରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳ ଭିତରେ ଏହା ହେଉଛି ତାଙ୍କର ଦ୍ବିତୀୟ ବିଦେଶ ଗସ୍ତ।