ସନଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ: ପାରିବାରିକ କଳହ ପରେ ସୋମବାର ଦିନ ମହାରାଷ୍ଟ୍ରର ରାଇଗଡ ଜିଲ୍ଲାର ଜଣେ ମାଆ ସେମାନଙ୍କର ଛୁଆ ମାନଙ୍କୁ କୂଅରେ ଫିଙ୍ଗି ଦେଇଥିବା ବେଳେ ସେଥିରେ ପାଞ୍ଚ ଜଣ ବାଳିକାଙ୍କ ସମେତ ୬ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି ବୋଲି ପୋଲିସ କହିଛି।
ତେବେ ଏହି ଘଟଣାଟି ମୁମ୍ବାଇ ଠାରୁ ୧୦୦ କିଲୋମିଟର ଦୂରରେ ଥିବା ମହଦ ତାଲୁକା ଅନ୍ତର୍ଗତ ଖରାଭାଲି ଗ୍ରାମରେ ଏଭଳି ଘଟଣା ଘଟିଥିବା ଜଣେ ଅଧିକାରୀ କହିଛନ୍ତି।
ସେ କହିଛନ୍ତି ଯେ ତାଙ୍କ ସ୍ୱାମୀଙ୍କ ପରିବାର ସଦସ୍ୟ ତାଙ୍କୁ ମାଡ ମାରିବା ପରେ ୩୦ ବର୍ଷ ବୟସ୍କା ମହିଳା ଏହି ପଦକ୍ଷେପ ନେଇଥିଲେ।ବୁଡ଼ିଯାଇଥିବା ପିଲାମାନଙ୍କର ବୟସ ୧୮ ମାସରୁ ୧୦ ବର୍ଷ ମଧ୍ୟରେ ଥିଲା ବୋଲି ଅଧିକାରୀ କହିଛନ୍ତି।