ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ:ପୁଣି ବଢିଲା ରୋଷେଇ ଘରର ଚିନ୍ତା । ଏବେ ଲୋକମାନେ ପେଟ୍ରୋଲ ଏବଂ ଡିଜେଲ ର ବଦ୍ଧିର୍ତ ଦରକୁ ନେଇ ସଂଘର୍ଷ କରୁଛନ୍ତି ।ଏପଟେ ଆଜିଠୁ ପୁଣି ଘରୋଇ ଏଲପିଜ୍ ସିଲିଣ୍ଡର ୫୦ଟଙ୍କା ବୃଦ୍ଧି ହୋଇଛି ।୧୪.୨କିଲୋ ଘରୋଇ ଏଲପିଜ ସିଲିଣ୍ଡର ପିଛା ଦର ୧୦୦୦ ଟପି ସାରିଲାଣି । ଏବେ ଉପୋଭକ୍ତାଙ୍କୁ ୧୪.୨ କିଲୋ ସିଲିଣ୍ଡର କୁ ୧୦୨୬ ଟଙ୍କା ଦେବାକୁ ପଡିବ । ଏହି ଦର ଆଜିଠାରୁ ଲାଗୁ କରାଯାଇଛି । ଗତମାସ ମାର୍ଚ୍ଚ ମାସରେ ଏଲପିଜ ସିଲିଣ୍ଡରର ଦର ବୃଦ୍ଧି କରାଯାଇଥିଲା । ସୂଚନାମୁତାବକ, ଦ୍ଲିଲୀରେ ୧୪.୨ କେଜି ଗ୍ୟାସ ସିଲିଣ୍ଡର ଦାମ୍ ୯୯୯.୫୦ ପଇସା । ତେବେ ଏଭଳି ଦର ବୃଦ୍ଧି କୁ ନେଇ ସାଧାରଣ ଲୋକେ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି ।(ରିର୍ପୋଟ:ସୋନାଲି)