ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ପୃଥିବୀ ର ଅନେକ ସ୍ଥାନରେ ଅନେକ ପ୍ରସିଦ୍ଧ ବୌଦ୍ଧ ପୀଠ ମାନ ରହିଛି। ଯାହାର ଭିନ୍ନ ମାନ୍ୟତା ରହିଛି। ମିଆଁମାର୍ର ମୋନ୍ ରାଜ୍ୟରେ ସ୍ଥିତ ପ୍ରସିଦ୍ଧ ବୌଦ୍ଧ ତୀର୍ଥସ୍ଥଳ କ୍ୟାଇକ୍ରିୟୋ ପଗୋଡା ରହିଛି ଯାହାକୁ ଗୋଲ୍ଡେନ୍ ରକ୍ ନାମରେ ମଧ୍ୟ ଲୋକେ ଜାଣିଛନ୍ତି। ଏହା କ୍ୟାଇଭିୟୋ ପାହାଡ଼ର ଶୀର୍ଷ ସ୍ଥାନରେ ଅବସ୍ଥିତ । ତେବେ ଏହାକୁ ନେଇ ଅନେକ କିମ୍ବଦନ୍ତୀ ରହିଛି।