ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆସନ୍ତା ୨୫ରୁ ହେବ ବିଧାନ ସଭା ବଜେଟ ଅଧିବେଶନ। ୨୫ ରୁ ୩୧ ଯାଏଁ ହେବ ବଜେଟ ଅଧିବେଶନ। ବଗେଟ ଅଧିବେଶନକୁ ନେଇ ସୂଚନା ଦେଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଆରମ୍ଭ ଦିନରେ ରାଜ୍ୟ ସଭାରେ ଅଭିଭାଷଣ ଦେବେ ରାଜ୍ୟପାଳ। ମାର୍ଚ୍ଚ ୩୦ରେ ରାଜ୍ୟ ବଜେଟ ଆଗତ ହେବ। ରାଜ୍ୟରେ କୋଭିଡ ସ୍ଥିତିରେ ଟିକିଏ ସୁଧାର ଆସିଥିବା ବେଳେ ଏଥର ବଜେଟ କିପରି ପ୍ରସ୍ତୁତ କରାଯାଇଛି ତାହା ଉପରେ ସାରା ରାଜ୍ୟବାସୀଙ୍କର ନଜର ରହିବ। ୬ ଦିନ ଧରି ଚାଲିବ ବିଧାନସଭା।