ସନଷ୍ଟାର ଟିଭି ବ୍ୟୁରୋ
ଯାଜପୁର :ଯାଜପୁର ଜିଲ୍ଲାରେ ଥିବା ୩୯ଟି ଜିଲ୍ଲା ପରିଷଦ ଆସନକୁ ହାସଲ କରିଛି ବିଜେଡି । ୩୯ରୁ ୩୯ ଟି ଆସନକୁ ନିଜ ହାତକୁ ଆଣିବାରେ ସକ୍ଷମ ହୋଇଛି ବିଜୁଜନତା ଦଳ। ବିଜେପି ଓ କଂଗ୍ରେସ ୨୦୨୨ ରେ ଖାତା ଖୋଲି ପାରିବାରେ ସକ୍ଷମ ହୋଇପାରିଲାନାହିଁ। ୨୮ ତାରିଖ ଭୋଟ ଗଣତିର ଫଳାଫଳ ଯାଜପୁର ଜିଲ୍ଲାର
ବଡ଼ଚଣା:- ୧୯ ନଂ ଯୋନ ର ବିଜେଡି ପାର୍ଥୀ :- ଅରବିନ୍ଦ ସାମଲ ଭୋଟ ବ୍ୟବଧାନ ୧୦୬୩୧
ବଡ଼ଚଣା :-୨୦ ନଂ ଯୋନ ବିଜେଡି ପାର୍ଥୀ :- ଜୟଶ୍ରୀ ସାମଲ ଭୋଟ ବ୍ୟବଧାନ ୫୭୬୧
ବରୀ:-୨୩ ନଂ ବିଜେଡି ପାର୍ଥୀ :- ସୁମିତ୍ରା ଯାଦବ ଭୋଟ ବ୍ୟବଧାନ ୫୨୪୫
ବରୀ:୨୪ ନଂ ବିଜେଡି ପାର୍ଥୀ:- ସନ୍ତୋଷ କୁମାର ସାମଲ ୩୪୯୧
ବିଂଝାରପୁର:-୨୭ ନଂ ବିଜେଡି ପାର୍ଥୀ:- ସୁନିତା ନାୟକ ୬୯୦୨
ବିଂଝାରପୁର:-୨୮ ନଂ ବିଜେଡି ପାର୍ଥୀ:- ଖଗେଶ୍ୱର ମହାନ୍ତି ୭୧୪
ଦାନଗଦି :-୧୦ ନଂ ବିଜେଡି ପାର୍ଥୀ :- ସୁଚିତ୍ରା ବିଶ୍ୱାଳ ୩୧୫୪
ଦସରଥପୁର:-୬ ନଂ ବିଜେଡି ପାର୍ଥୀ:- ମାମିନା ମଲ୍ଲିକ ୬୫୮୩
ଦସରଥପୁର:-୭ ନଂ ବିଜେଡି ପାର୍ଥୀ:- ନିନାରାଣୀ ସାମଲ ୫୬୫୭
ଧର୍ମଶାଳା:-୧୪ନଂ ବିଜେଡି ପାର୍ଥୀ:- ଜଳଧର ମହାନ୍ତି ୬୭୬୩
ଧର୍ମଶାଳା:-୧୫ ନଂ ବିଜେଡି ପାର୍ଥୀ:- ଭାଗ୍ୟଧର ସେଠି ୪୧୮୫
ଯାଜପୁର :-୩୧ ନଂ ବିଜେଡି ପାର୍ଥୀ:- ବିନୋଦ କୁମାର ମାଝି ୧୨୩୩୮
ଯାଜପୁର:-୩୨ନଂ ବିଜେଡି ପାର୍ଥୀ:- ପ୍ରଭାତୀ ଆଚାର୍ଯ୍ୟ ୧୫୩୬୮
କୋରେଇ :-୩ ନଂ ବିଜେଡି ପାର୍ଥୀ:- ନଳିନୀ ପ୍ରଭା ଜେନା ୧୪୪୨୮
ରସଲପୁର :-୩୫ ନଂ ବିଜେଡି ପାର୍ଥୀ:- ସସିରେଖା ପୃଷ୍ଠି ୧୫୧୦୪
ରସଲପୁର:-୩୬ନଂ ବିଜେଡି ପାର୍ଥୀ:- ଭାରତୀ ବିଶ୍ୱାଳ ୧୨୦୬୩
ସୁକିନ୍ଦା :-୩୯ ନଂ ବିଜେଡି ପାର୍ଥୀ :- ପ୍ରତାପ ପଟନାୟକ ୪୬୪୨