ସନଷ୍ଟାର ଟିଭି ବ୍ୟୁରୋ
ଚାନ୍ଦବାଲି : ଚାନ୍ଦବାଲି ବ୍ଲକ ଆରଡି ପଞ୍ଚାୟତ ସନ୍ତରା ଗାଁରେ ନିର୍ବାଚନୀ ହିଂସା। ଏହି ପଞ୍ଚାୟତରେ ବିଜେପି ହାରିବା ଭୟରେ କଂଗ୍ରେସ ସହ ମେଣ୍ଟ କରି ପ୍ରାର୍ଥୀ ଦେଇଥିବା ବେଳେ ଭୋଟ ହାତେଇବା ପାଇଁ ଏବେ କର୍ମୀମାନେ ରକ୍ତମୁଖା ହୋଇପଡିଛନ୍ତି। ଏପରିକି ଘରେ ପଶି ଗର୍ଭବତୀ ମହିଳାଙ୍କୁ ମରଣାତ୍ମକ ଆକ୍ରମଣ କରିଥିବାରୁ ଗୁରୁତର ମହିଳାଙ୍କୁ ପରିବାର ଲୋକ ପ୍ରଥମେ ଆରଡି ମେଡିକାଲ ନିଆଯାଇଥିଲା କିନ୍ତୁ ସେଠାରେ ମଧ୍ୟ ଅବସ୍ଥା ଗୁରୁତ୍ବର ହେବାରୁ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। (ରିର୍ପୋଟ:ପ୍ରଶାନ୍ତ କୁମାର ପାଣି)