ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ:ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ର ମୁଖ୍ୟ ଲାଲୁ ପ୍ରସାଦ ଏବଂ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାଞ୍ଚିରେ ସିବିଆଇର ଏକ ସ୍ୱତନ୍ତ୍ର ଅଦାଲତରେ ଲାଲୁଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଦୋରଣ୍ଡା ଟ୍ରେଜେରୀ ବେଆଇଭାବରେ ୧୩୯.୩୫କୋଟି ଟଙ୍କା ଉଠାଇଥିବା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଲାଲୁ। ଲାଲୁଙ୍କ ସହ ଆଉ ୭୫ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଗୋଖାଦ୍ୟ ଦୁର୍ନିତୀ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଲାଲୁ । ସୂଚନା ମୁତାବକ ଲାଲୁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ୧୯୯୧ ରୁ ୧୯୯୬ ମଧ୍ୟରେ ବିହାରର ପଶୁପାଳନ ବିଭାଗ ଦ୍ବାରା ନିଆଯାଇଥିବା ଅର୍ଥରେ ଏହି ମାମଲା ଅନ୍ତର୍ଭୁକ୍ତ ଅଟେ।