ସନଷ୍ଟାର ଟିଭି ବ୍ୟୁରୋ
କଟକ: ଭିଜିଲାନ୍ସ ଜାଲରେଏସସିବି ମେଡିକାଲ ଲାବୋରେଟୋରୀ ଟେକ୍ନିସିଆନ ଶ୍ରୀ କିଶୋର ଚନ୍ଦ୍ର ସ୍ବାଇଁ । କଲେଜର କଟକ, ଅଭିଯୋଗକାରୀଙ୍କ ଠାରୁ ୫୦୦୦ଟଙ୍କା ଲାଞ୍ଚ ମାଗିବା ଏବଂ ଗ୍ରହଣ କରିବା ସମୟରେ ଧରିଲା ଭିଜିଲାନ୍ସ । । ରୋଗୀଙ୍କୁ ବ୍ଲଡ ବ୍ୟାଙ୍କରୁ ୨ ବୋତଲ A + ରକ୍ତ ଯୋଗାଇବାକୁ ନେଉଥିଲେ ଲାଞ୍ଚ। ସମଗ୍ର ଲାଞ୍ଚ ଟଙ୍କା ତାଙ୍କ ନିକଟରୁ ଉଦ୍ଧାର କରାଯାଇଛି। ଏହାସହ କଟକ ଠାରେ ଥିବା ଚନ୍ଦିନୀ ଚୌକ ଏବଂ ଜନ୍ମସ୍ଥାନ ଗୋବିନ୍ଦପୁରରେ ଏକକାଳୀନ ରେଡ କରାଯାଇଛି।